*ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ*
-୩,୨୮,୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ
-ଗୃହରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର
-ଇ-କେୱାସି ପ୍ରକ୍ରିୟା ପରେ ମୃତ ବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି
-କେନ୍ଦୁଝରରେ ସର୍ବାଧିକ ମୃତ ବ୍ୟକ୍ତି ନାଁରେ ରାସନ କାର୍ଡ ଥିଲା
-ରାଜ୍ୟରେ ୧୬,୧୮୪ ଅଯୋଗ୍ୟ ପରିବାରଙ୍କ ପାଖରେ ଥିଲା ରାସନ କାର୍ଡ
-ସେହି ପରିବାର ସଦସ୍ୟଙ୍କ ସଂଖ୍ୟା ୬୧ ହଜାର ୮୨୨
-ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯାଇଛି
-କେନ୍ଦୁଝରରେ ୩୫,୫୫୦ ଜଣ ମୃତ ବ୍ୟକ୍ତି ନାଁରେ ଥିଲା କାର୍ଡ
-ଗଞ୍ଜାମରେ-୨୫,୭୮୯, ମୟୁରଭଞ୍ଜ-୨୩,୭୯୯, ରାୟଗଡ଼ା-୨୨,୪୧୧
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment