BREAKING
Loading...
:

କଣ୍ଟ୍ରାଚୁଆଲ ସରକାରୀ ଚାକିରି କରିଥିଲେ କଟିବନି ରାସନ କାର୍ଡ

  କଣ୍ଟ୍ରାଚୁଆଲ ସରକାରୀ ଚାକିରି କରିଥିଲେ କଟିବନି ରାସନ କାର୍ଡ

-କଣ୍ଟ୍ରାଚୁଆଲ ଚାକିରି କରି ୧୦ରୁ ୧୨ ହଜାର ପାଉଥିଲେ କଟିବନି

-ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

-‘ସ୍ବଳ୍ପ ବେତନ ଭୋଗୀ କମ୍‌ ଦରମା ପାଉଥିଲେ କାର୍ଡ ଫେରାଇବେନି’

-‘ଗ୍ରାମୀଣ ଅଞ୍ଚଳରେ ୧୦ ହଜାର ରୋଜଗାର ଥିଲେ କାର୍ଡ ଫେରାଇବେନି’

-‘୧୫ ହଜାର ଉପରେ ରୋଜଗାର ଥିଲେ ରାସନ କାର୍ଡ ଫେରାଇବେ’

-‘୨୦ ହଜାର ସରକାରୀ ଚାକିରିଆ ରାସନ କାର୍ଡ ଫେରାଇଲେଣି’

-‘୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ e-KYC, ପରେ ନୂତନ କାର୍ଡ ମିଳିବ’

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS