BREAKING
Loading...
:

ରେମତାରେ ବ୍ୟଙ୍ଗ କବି ସମ୍ମିଳନୀ

 ରେମତାରେ ବ୍ୟଙ୍ଗ କବି ସମ୍ମିଳନୀ


ସମ୍ବଲପୁର (ମଣିଭଦ୍ରା ଖବର) 


ବରପାଲି ଅନ୍ତର୍ଗତ ରେମତା ଶୈବାଳୟରେ ପବିତ୍ର ଜାଗର ଯାତ୍ରା ଅବସରରେ ଯାତ୍ରା କମିଟି ପକ୍ଷରୁ ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହୋଇଥିଲା l ନାଟ୍ୟଶ୍ରୀ ହର୍ଷ ବେହେରାଙ୍କ ସଂଯୋଜନାରେ ପରିଚାଳିତ ସମ୍ମିଳନୀରେ କବି ବିପ୍ର ଚରଣ ସାହୁ, ଘନଶ୍ୟାମ ମେହେର ଓ ସୁରେନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇ  ହାସ୍ୟରସାତ୍ମକ ଓ ବ୍ୟଙ୍ଗୀୟ ଢଙ୍ଗରେ ଅବାଟିଆ ମଣିଷର ଭାବନାକୁ ସୁଧାରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଉପସ୍ଥିତ ଶ୍ରୋତା ବେଶ୍ ଉପଭୋଗ କରିଥିଲେ। ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ଯାତ୍ରା କମିଟି ସଭାପତି ଧିରୋଜ ପଧାନ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS