*ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଛୁଇଁପାରେ ୫୦ହଜାର .. ଅଷ୍ଟମ ବେତନ କମିଶନକୁ କେନ୍ଦ୍ରର ମଞ୍ଜୁରୀ*
*ଅଷ୍ଟମ ବେତନ କମିଶନ, କେତେ ହେବ ଦରମା?*
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର*
ଅଷ୍ଟମ ବେତନ କମିଶନ ପାଇଁ ପ୍ରକ୍ରିୟା ଆରମ୍ଭ*
*ଉପକୃତ ହେବେ ୧ କୋଟି କେନ୍ଦ୍ରୀୟ କର୍ମଚାରୀ*
*୪୮.୬୭ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ*
*ସପ୍ତମ ବେତନ କମିଶନଙ୍କ କାର୍ୟ୍ୟକାଳ ଏବର୍ଷ ଡିସେମ୍ବର ୩୧ ପର୍ୟ୍ୟନ୍ତ ରହିଛି*
*୨୦୨୬ରୁ ଲାଗୁ ହେବ ଅଷ୍ଟମ ବେତନ କମିଶନ*
*ସର୍ବନିମ୍ନ ଦରମା ୧୮ ହଜାରରୁ ୫୧ହଜାର ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ହୋଇପାରେ*
ପେନସନଭୋଗୀଙ୍କ ଦରମା ୯ ହଜାରରୁ ବଢି ୨୫ହଜାର ପର୍ୟ୍ୟନ୍ତ ହୋଇପାରେ*
*ପ୍ରତି ୧୦ ବର୍ଷରେ ଗଠନ ହୋଇଥାଏ ବେତନ କମିଶନ*
*ଏଥିପାଇଁ ଏକ କମିଟି ଗଠନ କରାଯାଏ*
ମହଙ୍ଗା ଓ ଅନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବେତନ ବୃଦ୍ଧି କରିଥାଏ*
*ସପ୍ତମ ବେତନ କମିଶନ ଜାନୁଆରୀ ୨୦୧୬ରେ ଲାଗୁ ହୋଇଥିଲା*
*_ଅଷ୍ଟମ ବେତନ କମିଶନକୁ ମଂଜୁରୀ ଦେଲେ ମୋଦୀ ସରକାର ; ଖୁବଶୀଘ୍ର ଗଠନ ହେବ କମିଶନ, କ୍ୟାବିନେଟରେ ବାଜିଲା ମୋହର । ୨୦୨୬ରୁ ହୋଇପାରେ ଲାଗୁ । ସର୍ବନିମ୍ନ ଦରମା ଛୁଇପାରେ ୫୧ ହଜାର। ଉପକୃତ ହେବେ ୧ କୋଟି କର୍ମଚାରୀ_*
*_ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏବେ ଏଥିପାଇଁ ବାଟ ଫିଟିବା ସହିତ ଖୁବ୍ ଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق