BREAKING
Loading...
:

ପିତ୍ତଳ ପୂର୍ବ ତନ ସରପଞ୍ଚ କଂ ଅଶୋଭନୀୟଆଚରଣ,ମହିଳାକଂ ପ୍ରତିବଳାତ୍କାର ଉଦ୍ୟମ ,ପୂର୍ବତନ ସରପଂଚଙ୍କ ଦୁଇପୁତ୍ର ଗିରିଫ

 ପିତ୍ତଳ ପୂର୍ବ ତନ ସରପଞ୍ଚ କଂ ଅଶୋଭନୀୟଆଚରଣ,ମହିଳାକଂ ପ୍ରତିବଳାତ୍କାର ଉଦ୍ୟମ ,ପୂର୍ବତନ ସରପଂଚଙ୍କ ଦୁଇପୁତ୍ର ଗିରିଫ।            

 


 ବ୍ରହ୍ମପୁର  (ମଣିଭଦ୍ରା ଖବର) ଗଞାମ ଜିଲା ପିତ୍ତଳ  ସନ୍ତୋଷ ପୁର ଗ୍ରାମ ରବିଷ୍ଣୁ ପ୍ରିୟା ସ୍ୱାଇଁ  ନାମ୍ନି ଜଣେ ମହିଳା ଉତ୍ତରେଶ୍ୱର ମନ୍ଦିର କୁ ଯାଇଥିବାବେଳେପୂର୍ବତନ ସରପଞ୍ଚ  କୃଷ୍ଣ ଚନ୍ଦ୍ର ମଳିକ,ଏହିମହିଳାକଂ ପ୍ରତି ଅଶ୍ଲୀଳ  ଆଚରଣ କରିତାକୁଂଉଲ୍ଲଗ୍ନ କରିଦେଇଥିଲେ ସ୍ଥାନୀୟ ଲୋକେ  ସେଠାରେ ପହଞ୍ଚି ଯିବାରୁ,ସେପଳାଇଥିଲେ।ଏହିଘଟଣାପରେ ମହିଳା ଜଣକ  ତାଙ୍କ ସ୍ୱାମୀରଂଜନସ୍ୱାଇଁଭାଇ ବନମାଳୀସ୍ୱାଇଁଓ ବାପାପାଣ୍ଡବ ସ୍ୱାଇଁକୁଂ କହିଥିଲେ ।ଫଳରେ ମହିଳା କଂ ସ୍ୱାମୀଭାଇଓପିତା,କୃଷ୍ଣ ମଳିକ ପାଖକୁ ଯାଇ  ଏହାର  ପ୍ରତିବାଦ କରିପଚରା ଉଚୁରା କରି ଥିଲେ । ଏଥିରେ କ୍ଷୁବ୍ଧ ହୋଇ ପୂର୍ବ ତନ ସରପଞ୍ଚ କୃଷ୍ଣ ଓ ତାକଂର ଦୁଇ ପୁଅ କାଳିଚରଣ ମଳିକ ଓ ବଳିଆ ମଳିକ ଲୁହାରଡ ଓ ଭୂଜାଲିଧରି ରଂଜନ ସ୍ବାଇଁ ବଜାର ରେ ଥିବା ବେଳେ ତାକଂଉପରେ ମରଣାନ୍ତକ ଆକ୍ରମଣ କରି ଛନ୍ତି । ଫଳରେ ରଂଜନ ଗୁରୁ ତର ଆହତ ହେବାରୁ ସ୍ଥାନୀୟ ଲୋକେ  ପିତ୍ତଳ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରିସ୍ଥିତି ଉଦ୍ବେଗ ଜନକ ଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁଂ ବ୍ରହ୍ମପୁର ବଡ ଡାକ୍ତର ଖାନା କୁ  ପଠାଯାଇଛି । ଘଟଣା ସଂପର୍କରେ  ବିଷ୍ଣୁ ପ୍ରିୟା କଂ ଅଭିଯୋଗ କୁ ଭିତ୍ତି କରି  ଆସିକା ପୁଲିସ୍ ଘଟଣାର ତଦନ୍ତ କରିବାସହ ପୂର୍ବତନ ସରପଂଚ ଓ ତାକଂର ଦୁଇ ପୁଅକୁ ଗିରିଫ କରି କରି ଆସିକା କୋର୍ଟକୁ ଚାଲାଣ କରିଛି।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS