BREAKING
Loading...
:

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

 ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ 



ଭୁବନେଶ୍ୱରତା (ମଣିଭଦ୍ରା ଖବର) ଗତକାଲି ରାତି 9:30 ଘଟିକା ସମୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାତା ଶ୍ରୀମତୀ ଲୋଭାବତୀ ପରିଡା ୮୯ ବୟସରେ ଦେହତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ। ବୟସାଧିକ କାରଣ ହେତୁ କଟକର ଅଶ୍ୱିନୀ ହସ୍ପିଟାଲରେ ସେ ବହୁ ଦିନ ଧରି ଚିକିତ୍ସିତ ହେଇଆସୁଥିଲେ। ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ପରଲୋକରେ ନିଆଳି ଓ ନିମାପଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Post a Comment

Previous Post Next Post
Header ADS