ପ୍ରାଣୀ ପଶୁ ଚିକିତ୍ସାଳୟ ର ନୂତନ ଗୃହଟି କାର୍ଯ୍ୟକାରୀ କେବେ ?
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ମଧ୍ୟରେ ୧ ନମ୍ବର ୱାର୍ଡର ସ୍ଥିତି ପ୍ରାଣୀ ଚିକିତ୍ସାଳୟରେ ଗତ ୬ ମାଁସ ହେବ ନୂତନ ଗୃହ କାର୍ଯ୍ୟ ସେସ ହୋଇଥିଲେ ମଧ୍ୟ ସେ ଗୃହ ଟି ବର୍ତ୍ତମାନ ଅଫିସ କାମରେ ଆସୁନଥିବା ରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବ କୋଠାଘର ଗୁଡ଼ିକବହୁ ପୁରୁଣା ହୋଇଯାଇଛି ଯାହାଦ୍ବାରା ପୁରୁଣା ଆଜବେଷ୍ଟସ ଗୁଡ଼ିକ ନଷ୍ଟ ହେବାର ନଜର କୁ ଆସୁଛି। ଅଫିସ୍ ସାମ୍ନା ରେ ଥିବା ଚଟାଣ ମଧ୍ୟଭାଗରୁ ସିମେଣ୍ଟ ଙ୍କର୍କୀଟି ଗୋଡ଼ି ଉଠିଯାଇଥିବାରୁ ସାମନ୍ୟ ବର୍ଷା ହେଲେ କାଦୁଅପାଣି ଯମି ରହୁଅଛି। ଯାହା ଦ୍ବାରା ଗୋରୁଗାଈ ପଶୁ ଚିକିତ୍ସାଳୟ ରେ ଅସୁବିଧା ସମୁଖୀନ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଓ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ତୁରନ୍ତ ନୁତନ ଗୃହ କାର୍ଯ୍ୟ ପାରିହେବା ପାଇଁ ଜନସାଧାରଣ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment