Home ପୁଣି_ଏକ_ଦନ୍ତା_ହାତୀ_ର_ମୃତ୍ୟୁ Debi Prasad Dash January 25, 2025 0 #ପୁଣି_ଏକ_ଦନ୍ତା_ହାତୀ_ର_ମୃତ୍ୟୁ କଟକ ଜିଲ୍ଲା ନରସିଂହପୁର ବ୍ଲକ ରଙ୍ଗଡ଼ାବ ଗ୍ରାମର ଏକ ବଗିଚା ରେ ଦନ୍ତା ହାତୀର ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି। ନରସିଂହପୁର ପୂର୍ଵବନ ବିଭାଗ ଅଧିକାରୀ ଓ ଆଠଗଡ ACF ପହଞ୍ଚି ତଦନ୍ତ ଜାରି ରହିଛନ୍ତି।ମଣିଭଦ୍ରା ଖବର, କଟକ
Post a Comment