ତାଲା ଝୁଲୁଛି କଇଠଖଣ୍ଡି ଗ୍ରାମରେ ଥିବା ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରରେ.... ସରକାର ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଖତ ଖାଉଛି ସ୍ବାସ୍ଥ୍ୟ କେନ୍ଦ୍ର।
ସରକାର ବଦଳିଲା କିନ୍ତୁ ସରକାର ବାବୁ ଠାଣୀଆ ବଦଳି ପାରିଲା ନାହିଁ
କେବେ ଠିକ୍ ରେ ଚାଲିବ ସ୍ବାସ୍ଥ୍ୟ କେନ୍ଦ୍ର ଦାବି
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment