ଓଡ଼ିଶାର ବୀର ବରପୁତ୍ର, କ୍ରାନ୍ତିକାରୀ ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁର ଠାରେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାର୍ଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବ୍ରହ୍ମପୁର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେଓର ଶ୍ରୀମତୀ ସଂଘମିତ୍ରା ଦଳାଇ, ପୂର୍ବତନ ବିଡିଏ ଅଧକ୍ଷ ଶ୍ରୀ ସୁବାଷ ମହାରଣା ଡେପୁଟି ମେୟର ଶ୍ରୀ ବିବେକ ରେଡି, ଓ ବରିଷ୍ଠ କର୍ପୋରେଟର ଗଣ ଏଥି ସହ ବିଜୁ ଜନତା ଦଳର ବରିଷ୍ଠ ନେତୃ ବୃନ୍ଦ । ଏହି ଅବସରରେ ତାଙ୍କ ଦୁଃସାହସିକ ସଂଗ୍ରାମୀ ଜୀବନ, ବୈପ୍ଳବିକ ବିଚାରଧାରା, ସଭିଙ୍କୁ ଏକତା ବଳରେ ବାନ୍ଧି ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ, ଆମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ବୋଲି ଆଲୋଚନା ର ପାତ୍ର ହୋଇଥିଲା ।
ଡ଼.ପ୍ରଦୀପ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق