ଭୁବନେଶ୍ୱର (ମଣିଭଦ୍ରା ଖବର) ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।*
*ଆସନ୍ତା ତିନି ମାସ ଯାଏଁ ରାତି ତାପମାତ୍ରା ଭଳି ଦିନ ତାପମାତ୍ରା ବି ସ୍ବାଭାବିକ ଠାରୁ ଅଧିକ ରହିବ।* *ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ l
ମଣିଭଦ୍ରା ଖବର,କଟକ
إرسال تعليق