BREAKING
Loading...
:

ବଡମ୍ବାରେ ବିଜେଡ଼ିକୁ ଝଟକା


ବଡମ୍ବାରେ ବିଜେଡ଼ିକୁ ଝଟକା 

ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କୁ ବଡ଼ ଝଟ୍‌କା

ବ୍ଲକ ଅଧ୍ୟକ୍ଷ ଦେଲେ ବିଜେଡ଼ିରୁ ଇସ୍ତପା

ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ମେଲ ଯୋଗେ ବିଜେଡି ସୁପିମୋ ଓ ବିଜୁ ଜନତା ଦଳକୁ ଅବଗତ କଲେ ।ଦଳ ବେହେରାଙ୍କ ନେତୃତ୍ବରେ ଦଳ ଛାଡ଼ିବେ ଆହୁରି ଅନେକ ସରପଞ୍ଚ ଓ ସମିତିସଭ୍ୟ ।ଶ୍ରୀ ମହାନ୍ତି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

କଟକ ରୁ ମାନସ କୁମାର ସାହୁ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS