BREAKING
Loading...
:

ନୂଆ ବର୍ଷରେ ୩ ଥର ସୁଭଦ୍ରା ଟଙ୍କା...*

 *ନୂଆ ବର୍ଷରେ ୩ ଥର ସୁଭଦ୍ରା ଟଙ୍କା...*

*-୨୦୨୫ରେ ‘ସୁଭଦ୍ରା’ ଯୋଜନାର ବର୍ଷ କହିଲେ ଉପମୁଖ୍ୟମନ୍ତ୍ରୀ*

*-୨୦୨୫ରେ ମହିଳାଙ୍କୁ ୩ଥର ମିଳିବ ‘ସୁଭଦ୍ରା’ ଟଙ୍କା- ପ୍ରଭାତୀ ପରିଡ଼ା*

*-‘୪ର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା’*

*-‘ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ’*

*-‘ଆଜି ଆସିବ ଫିଲ୍ଡ ରିପୋର୍ଟ, ରିପୋର୍ଟ ଅନୁସାରେ ପଦକ୍ଷେପ’*

*-‘ଯେମିତି କେହି ବଞ୍ଚିତ ନହୁଅନ୍ତୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି’

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS