ବିଶିଷ୍ଟ କଏନ ଓ ନୋଟ ସଂଗ୍ରହକାରୀ
ଭୁବନେଶ୍ଵର (ମଣିଭଦ୍ରା ଖବର) କେନ୍ଦୁଝର ପଳସପଙ୍ଗା ର ରାଜ୍ କିଶୋର ମହନ୍ତ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ବିଭିନ୍ନ ସଂଗ୍ରହ ଓ ରେକର୍ଡ ଦେଖାଉଛନ୍ତି। ଶ୍ରୀ ମହନ୍ତ ୪ ଟି ଲିମକା ବୁକ୍ ଅଫ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଗୋଲ୍ଡେନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ହାସଲ କରିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment