BREAKING
Loading...
:

ନୂଆ ବର୍ଷ ପାଳିବେନି ନବୀନ ପଟନାୟକ

 ବିରୋଧୀଦଳ ନେତାଙ୍କ କାର୍ଯ୍ୟାଳୟ 

ନୂଆ ବର୍ଷ ପାଳିବେନି ନବୀନ ପଟ୍ଟନାୟକ

ଭୁବନେଶ୍ୱର (ମଣିଭଦ୍ରା ଖବର) 

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆସନ୍ତକାଲି ନୂଆ ବର୍ଷ କାର୍ଯ୍ୟକ୍ରମ ରେ ସାମିଲ ହେବେ ନାହିଁ ।

ତେଣୁ ଅଭିନନ୍ଦନ ପାଇଁ ଆସନ୍ତକାଲି ନବୀନ ନିବାସ କୁ ନ ଆସିବା ପାଇଁ ଶ୍ରୀ ପଟନାୟକ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି । 

Post a Comment

Previous Post Next Post
Header ADS