BREAKING
Loading...
:

ଟାଙ୍ଗୀ ରେ ଆଜି ସୌର୍ଯ୍ୟ ଦିବସ ପାଳିତ ହୋଇ ଯାଇଅଛି..

ଟାଙ୍ଗୀ ରେ ଆଜି ସୌର୍ଯ୍ୟ ଦିବସ ପାଳିତ ହୋଇ ଯାଇଅଛି..

ଖୋର୍ଦ୍ଧା (ରୀନା ସାହୁ) ଟାଙ୍ଗୀ ପ୍ରଖଣ୍ଡ ଵଜରଙ୍ଗ  ଦଳ  ପକ୍ଷରୁ ଟାଙ୍ଗୀ ରେ ଆଜି ସୌର୍ଯ୍ୟ ଦିବସ ପାଳିତ  ହୋଇ ଯାଇଅଛି.....ଏହି ଅବସରରେ   ଵଜରଙ୍ଗ ଦଳ ତରଫରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା... ଏଥିରେ ଵଜରଙ୍ଗ ଦଳର ସଦସ୍ୟ ମାନେ ହାତରେ ଲାଠି ସହ  ମଶାଲ ଧରି ଶୋଭାଯାତ୍ରାରେ ବାହାରିଥିଲେ.. ଏହି ଶୋଭାଯାତ୍ରା ଟାଙ୍ଗୀ  ଜଙ୍ଗଲ ମହାବୀରଙ୍କ ନିକଟରୁ ବାହାରି ଟାଙ୍ଗୀ ସହର ପରୀକ୍ରମା କରିବା ପରେ ପୁନର୍ବାର ଶ୍ରୀ ମହାବୀରଙ୍କ ନିକଟରେ ସମାପନ ହୋଇଥିଲା....ଏଥିରେ ବିଭାଗ ସଂଯୋଜକ ନିତ୍ୟଜିତ ଚମ୍ପତି.... ଜିଲ୍ଲା ଉପାସନା ପ୍ରମୁଖ ସଂଗ୍ରାମ ସିଂ 

..ଟାଙ୍ଗୀ ଶାଖା ର ସଂଯୋଜକ  ରାଜେଶ ଅଗ୍ରୱାଲ... ସଭ୍ୟ ସମର ଜିତ ଜେନା...ରୁଦ୍ର ନାରାୟଣ ପୃଷ୍ଟି.... ରାମଚନ୍ଦ୍ର ପରିଡା..ଆଶିଷ ଅଗ୍ରୱାଲ.. ସିଦ୍ଧାର୍ଥ ବେହେରା ପ୍ରମୁଖ 

ଏହି ଶୋଭାଯାତ୍ରାରେ  ସାମିଲ ହୋଇଥିଲେ...

ମଣିଭଦ୍ରା ଖବର, ଖୋର୍ଦ୍ଧା 

Post a Comment

أحدث أقدم
Header ADS