BREAKING
Loading...
:

ନିମାପଡା କଂଗ୍ରେସ ପକ୍ଷରୁ ତୁଳସୀପୁର ପଞ୍ଚାୟତ ରେ କର୍ମୀ ବୈଠକ ଅନୁଷ୍ଠିତ । ଯୁବ ନେତା ସିଦ୍ଧାର୍ଥ ରାଉତରାୟ ଦେଲେ ଗୁରୁ ମନ୍ତ୍ର ।

 ନିମାପଡା କଂଗ୍ରେସ ପକ୍ଷରୁ ତୁଳସୀପୁର ପଞ୍ଚାୟତ ରେ କର୍ମୀ ବୈଠକ ଅନୁଷ୍ଠିତ । ଯୁବ ନେତା ସିଦ୍ଧାର୍ଥ ରାଉତରାୟ ଦେଲେ ଗୁରୁ ମନ୍ତ୍ର ।

ଭୁବନେଶ୍ଵର (ମଣିଭଦ୍ରା ଖବର) ଆଗାମୀ ଦିନରେ କଂଗ୍ରେସ କୁ ତୃଣମୂଳ ସ୍ତଳରୁ ସଙ୍ଗଠନ ମଝଭୁତ କରିବା ପାଇଁ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ସିଦ୍ଧାର୍ଥ ରାଉତରାୟ ଙ୍କ ନେତୃତ୍ୱରେ ତୁଳସୀପୁର ପଞ୍ଚାୟତରେ ପ୍ରଥମ ଥର ପାଇଁ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାରିଛକ ଅଞ୍ଚଳରେ ଥିବା ପଞ୍ଚାୟତର ସାଧାରଣ ଲୋକ ମାନଙ୍କର ଥାନା , ମେଡିକାଲ ଓ ବ୍ଲକ ର ବିଭିନ୍ନ ସମସ୍ୟା ସହିତ ଯୋଜନା ବଞ୍ଚିତ ନ ହେବେ ଏହି ବୈଠକରେ ଯୁବ ନେତା ଶ୍ରୀ ରାଉତରାୟ କର୍ମୀ ମାନଙ୍କୁ କହିଥିଲେ । ଏହି ବୈଠକରେ ଚାରିଛକ ଯୋନ ର ସଭାପତି ବିଜୟ କୁମାର ମଲ୍ଲିକ ,ବରିଷ୍ଠ କଂଗ୍ରେସ ନେତା ଅର୍ଜ୍ଜୁନ ସ୍ୱାଇଁ ,ଆର୍ତ୍ତତ୍ରାଣ ସାହୁ ପଞ୍ଚାୟତ ସଭାପତି ରଘୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS