BREAKING
Loading...
:

ଏକ୍ସ_ଆକାଉଣ୍ଟ_ନାହିଁ ?*

 *ଏକ୍ସ_ଆକାଉଣ୍ଟ_ନାହିଁ ?*



*-'ଏକ୍ସ'ରେ ମୋର କୌଣସି ଆକାଉଣ୍ଟ ନାହିଁ କହିଲେ ଭି.କେ ପାଣ୍ଡିଆନ୍*

*-ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକ୍ସରେ ଆକାଉଣ୍ଟ ନଥିବା ସ୍ପଷ୍ଟୀକରଣ ଦେଲେ*

*-ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି*

*-ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପାଣ୍ଡିଆନ୍*

*-ଦୀର୍ଘଦିନରୁ ଚାଲି ଆସିଥିବା ଆକାଉଣ୍ଟକୁ ଏବେ ଫେକ୍ କହିବାକୁ ନାପସନ୍ଦ*

*-ଯଦି ଫେକ୍, କାହିଁକି ମାମଲା କରୁନାହାନ୍ତି ବୋଲି କହିଲେ RTI କର୍ମୀ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS