ସୂଚନା ଅଧିକାର ଆଇନର ଏକ ଦିବସୀୟ କର୍ମଶାଳା
କଟକ (ମାନସ କୁମାର ସାହୁ) ନରସିଂହପୁର ବ୍ଲକ ପର୍ଯଟନ ବ୍ୟାଖ୍ୟାନ କେନ୍ଦ୍ର ରେ ସୁଚନା ଅଧିକାର ଆଇନ ର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡିଶା ସୁଚନା ଅଧିକାର ଅଭିଯାନ RTI ଗ୍ରୁପ ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଉଚ୍ଚ ନ୍ୟାୟାଳୟ ର ଆଇନ ଯିବି ସୁଧୀର ମହାନ୍ତି, ନରସିଂହପୁର ର ବରିଷ୍ଠ ଆଇନ ଯିବି ମଳୟ ବରାଳ, ଜ୍ଞାନ ନାୟକ, ପ୍ରକାଶ ମହାପାତ୍ର, ନିରଞ୍ଜନ ଦେବ କୁମାର, ସମାଜ ସେବୀ ସୁଶାନ୍ତ ମହାନ୍ତି ଓ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଉଷାରାଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର,କଟକ
Post a Comment