BREAKING
Loading...
:

ସୋଶିଆଲ ମିଡ଼ିଆରେ ଘୁରି ବୁଲୁଥିବା ଦୃଶ୍ୟ *ନାଟ ମଞ୍ଚରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଖାଇଲେ ଘୁଷୁରୀ ନୀରବ ଦ୍ରଷ୍ଟା ପ୍ରଶାସନ

 ସୋଶିଆଲ ମିଡ଼ିଆରେ ଘୁରି ବୁଲୁଥିବା ଦୃଶ୍ୟ

*ନାଟ ମଞ୍ଚରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଖାଇଲେ ଘୁଷୁରୀ ନୀରବ ଦ୍ରଷ୍ଟା ପ୍ରଶାସନ।*

ଭୁବନେଶ୍ଵର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟ ରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଛଟ ପଟ କରି ମାରି କି ଖାଇଲେ ରାକ୍ଷସ।ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ।ପ୍ରଶାସନ ଏଠି ନୀରବ ଦ୍ରଷ୍ଟା ସାଜିଛି।ଏହା ଉପରେ କାର୍ଯ୍ୟାନୁଷ୍ଠାନ କେବେ ନିଆ ଯାଉଛି ଦେଖିବାକୁ ରହିଲା ବାକି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS