ରାଜଧାନୀରୁ ସ୍ଥାୟୀ ଭାବେ ଉଠିବେ ଉଠା ଦୋକାନୀ
-୫୫ଟି ରାସ୍ତା କଡ଼ରୁ ଉଠିବେ ଉଠା ଦୋକାନୀ
-ସୂଚନା ଦେଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ
-ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ ଦେଖି ରାଗିଲେ ମେୟର
-ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ
-ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ହିଁ ପାଇବେ ମେୟର
ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment