*-୧ ତାରିଖ ମଧ୍ୟରାତ୍ର ଯାଏଁ ପଞ୍ଜୀକରଣ: ପ୍ରଭାତୀ.*
*-ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ୧ ତାରିଖ ମଧ୍ୟରାତ୍ର ଯାଏଁ ବୃଦ୍ଧି.*
*-କୋଣାର୍କରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା*
*-‘କେନ୍ଦ୍ର ସରକାର ବିଶେଷକରି ଓଡ଼ିଶା ପାଇଁ ଅବଧି ବୃଦ୍ଧି କରିଛନ୍ତି’*
*-‘ଟୋଲ୍ ଫ୍ରି ନଂରେ ମିସ୍ କଲ୍ ହୋଇଥିଲେ ବି ପଞ୍ଜୀକରଣ ସଫଳ’*
*-‘ଯେଉଁମାନେ ଜାଣିଛନ୍ତି ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରନ୍ତୁ’
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment