BREAKING
Loading...
:

ବିଜେପିରେ ସାମିଲ ହେବେ ବୁଗୁଡ଼ା ଅଧ୍ୟକ୍ଷା*

 *ବିଜେପିରେ ସାମିଲ ହେବେ ବୁଗୁଡ଼ା ଅଧ୍ୟକ୍ଷା*



ଭୁବନେଶ୍ଵର ( ମଣିଭଦ୍ରା ଖବର) ବିଜେପିରେ ସାମିଲ ହେବେ ବୁଗୁଡ଼ା ଅଧ୍ୟକ୍ଷା କେ.ପ୍ରୀୟଦର୍ଶନୀ ଆଚାରୀ । ସେ ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ସନ୍ଧ୍ୟାରେ ବିଜେପିରେ ସାମିଲ ହେବେ ବୋଲି ସୂଚନା ରହିଛି । ଆଜି ବୁଗୁଡ଼ା ଠାରେ ବିଜେପି ପକ୍ଷରୁ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡ଼ି ଦଳ ତ୍ୟାଗ କରି ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS