*ଯନ୍ତ୍ରୀଙ୍କ_ଘରେ_କେଜିଏ_ସୁନା -OPHWC ବ୍ରହ୍ମପୁର ଡିଭିଜନ୍ DGMଙ୍କ ଘରୁ ମିଳିଲାଣି କେଜିଏ ସୁନା*
*-ରେଡ୍ ଚାଲିଥିବା ବେଳେ ଭିଜିଲାନ୍ସ ଠାବ କଲାଣି କେଜିଏ ସୁନା*
*-OPHWC ବ୍ରହ୍ମପୁର ଡିଭିଜନ୍ DGM ତଥା ଯନ୍ତ୍ରୀ ସୁବାସ ଚନ୍ଦ୍ର ପଣ୍ଡା*
*-ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା*
*-ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ, ୧ କେଜିରୁ ଅଧିକ ସୁନା ଠାବ*
*-୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍ ଠାବ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment