*୨୬ରେ_ଓଡିଶା_ବିଧାନସଭାର_ଶୀତ_ଅଧିବେଶନ*
*ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ*
*୨୫ରେ ପୂର୍ବାହ୍ନ ସାଢେ଼ ୧୦ରେ ବସିବ ସର୍ବଦଳୀୟ ବୈଠକ*
*ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସୂଚନା ।*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment