BREAKING
Loading...
:

ଡିଜିପି_ଆଇଜିପି_ସମ୍ମିଳନୀ_ଆରମ୍ଭ -ଭୁବନେଶ୍ବରରେ ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟିତ

 *ଡିଜିପି_ଆଇଜିପି_ସମ୍ମିଳନୀ_ଆରମ୍ଭ -ଭୁବନେଶ୍ବରରେ ଡିଜିପି/ଆଇଜିପି ସମ୍ମିଳନୀ ଉଦ୍‌ଘାଟିତ*

*-ଲୋକସେବା ଭବନରେ ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ*

*-୩ ଦିନ ଧରି ଚାଲିବ ଡିଜିପି/ଆଇଜିପି ସମ୍ମିଳନୀ.*

*-ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ*

*-ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି*

*-ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ.

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି 

Post a Comment

Previous Post Next Post
Header ADS