BREAKING
Loading...
:

ଓଲିଉଡ୍ ପାଇଁ ଲଜ୍ଜା, ହାତାହାତି ହେଲେ ମନୋଜ ମିଶ୍ର ଏବଂ ବବି ଇସଲାମ୍

 ଓଲିଉଡ୍ ପାଇଁ ଲଜ୍ଜା, ହାତାହାତି ହେଲେ ମନୋଜ ମିଶ୍ର ଏବଂ ବବି ଇସଲାମ୍

ଭୁବନେଶ୍ଵର (ମଣିଭଦ୍ରା ଖବର);DCP ଅଫିସ୍ ସମ୍ମୁଖରେ ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି,ଉଭୟଙ୍କ ହାତାହାତି ବେଳର ଦୃଶ୍ୟଭାଇରାଲ୍ ହେବାରେ ଲାଗିଛି । ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଅନ୍ୟ  ନିର୍ଦ୍ଦେଶକମାନଙ୍କ ପ୍ରତି ବି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି ମନୋଜ ମିଶ୍ର । 

ଘଟଣା ପରେ ନିଜର ବ୍ୟବହାର ପାଇଁ DCP ପିନାକ ମିଶ୍ରଙ୍କ ସାମ୍ନାରେ ଭୁଲ୍ ମାଗିଥିବା ନେଇ ବବି ଇସଲାମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ସେପଟେ ପୋଲିସ ସେବା ଭବନଠାରେ ପୋଲିସ କମିଶନର ଓ DCPଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ସହ ବୁଝାମଣା ଜାରି ଥିବା ସୂଚନା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS