BREAKING
Loading...
:

ଅଦିନିଆ ରଥଯାତ୍ରା ନେଇ ଇସ୍କନକୁ ଚେତାବନୀ

 

*ପରମ୍ପରା ସଂସ୍କୃତିକୁ ବଦଳାଇଲେ ବନ୍ଦ ହେବ ଇସ୍କନ ମନ୍ଦିର ; ଚେତାବନୀ ଦେଲା କଳିଙ୍ଗ ସେନା*

*ଓଡ଼ିଆ ପରମ୍ପରା ସଂସ୍କୃତିକୁ ବଦଳାଇଲେ ବନ୍ଦ ହେବ ଇସ୍କନ ମନ୍ଦିର , ଚେତାବନୀ ଦେଲା କଳିଙ୍ଗ ସେନା । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଲା ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଳିଙ୍ଗ ସେନା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS