BREAKING
Loading...
:

କମେଣ୍ଟ ମରାକୁ କେନ୍ଦ୍ର କରି ରାଜଧାନୀରେ ବୋମା ମାଡ । ପୋଲିସର ତଦନ୍ତ ଆରମ୍ଭ*

 *କମେଣ୍ଟ ମରାକୁ କେନ୍ଦ୍ର କରି ରାଜଧାନୀରେ ବୋମା ମାଡ । ପୋଲିସର ତଦନ୍ତ ଆରମ୍ଭ*

ଭୁବନେଶ୍ଵର (ମଣିଭଦ୍ରା ଖବର) ଦୀପାବଳିରେ ଅଶାନ୍ତ ରାଜଧାନୀ । ଗୁରୁବାର ହଣାହଣି ପରେ ଗତକାଲି ବୋମା ମାଡ଼ । ବୋମା ମାଡ଼ରେ କାରର କାଚ ଓ ଗୋଟିଏ ବାଇକ ନଷ୍ଟ ହୋଇ ଯାଇଛି। ସୂଚନା ଅନୁସାରେ ଗତକାଲି ସହିଦ ନଗର ଓ୍ଵିନର କ୍ଳବର କିଛି ଯୁବକ ସହିଦ୍ ନଗର ଚାନ୍ଦୀଭଣ୍ଡାର ପାଖରେ ଛିଡା ହୋଇ ସିଗାରେଟ ଟାଣୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ । ଦୁଇ ଗୋଷ୍ଠୀ ମୁଁହା ମୁହିଁ ହେବା ପରେ ୧୦ ରୁ ୧୫ ଯୁବକ ଆସି ଆକ୍ରମଣ କରିଥିଲେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS