*OAS ସ୍ତରରେ ଛୋଟ ଅଦଳ ବଦଳ କଲେ ରାଜ୍ୟ ସରକାର*
*ଶୈଳେନ୍ଦ୍ର କୁମାର ଜେନା ହେଲେ ମିଶନ ଶକ୍ତି ଯୁଗ୍ମ ସଚିବ*
*ମମତା ବାରିକ ହେଲେ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ*
*ବିନୋଦ କୁମାର ଜେନା ହେଲେ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ*
*ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ*
*ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment