BREAKING
Loading...
:

ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ବସ୍ମିଭୂତ*

 *ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ବସ୍ମିଭୂତ*

ଭୁବନେଶ୍ଵର (ମଣିଭଦ୍ରା ଖବର) ଖଲ୍ଲିକୋଟ ଥାନା କମଳାପଦର ରେ ନିଆଁ ଲାଗି ୩ ପରିବାର ର ୧୨ ବଖରା ଘର ବସ୍ମିଭୂତ ,ଶୋଇଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ଲକ୍ଷାଧିକ ଟଙ୍କାର ସମ୍ପତି ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ପାଉଁଶ । ନିଆଁ ଲାଗିଥିବା ବେଳେ ଘରେ ଥିବା ଏକ ଗ୍ୟାସ ଟାଙ୍କି ଫୁଟି ବିସ୍ପୋରଣ । ବିସ୍ପୋରଣରେ କେହି ଆହତ ହୋଇନଥିବା ସୂଚନା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS