ସ୍ବଚ୍ଛ_ଭାରତ_ମିଶନ_ସ୍ମରଣୀୟ_ରହିବ: ମୋଦି
*-ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ବୋଧନ*
*-'ଦେଶବାସୀଙ୍କ ସହଯୋଗରେ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା'*
*-‘ବିବାହ, ବ୍ରତଘର କାର୍ଯ୍ୟକ୍ରମରେ ସ୍ବଚ୍ଛତାର ସନ୍ଦେଶ ଦେଖିବାକୁ ମିଳୁଛି’*
*-'ସ୍ବଚ୍ଛତା ଦିଗରେ ଦେଶବାସୀଙ୍କ ତ୍ୟାଗ ଓ ଭାବନାକୁ ପ୍ରଣାମ ଜଣାଉଛି'*
*-'ସ୍ବଚ୍ଛତା ଅଭିଯାନରେ ଶୌଚାଳୟକୁ ବହୁ ଲୋକ ଗୁରୁତ୍ବ ଦେଇଛନ୍ତି'*
*-‘ପ୍ଲାଷ୍ଟିକ ବନ୍ଦ ପରେ ଜନସାଧାରଣଙ୍କ ସହଯୋଗ ଅତୁଳନୀୟ’*
*-‘ଝୋଟ ବ୍ୟାଗ ଓ କାଗଜ ପ୍ଲେଟ ପ୍ରସ୍ତୁତ କରି ସହଯୋଗ କରିଛନ୍ତି’*
*-ଏହି ଅଭିଯାନ କେବଳ ଗୋଟିଏ ଦିନ ନୁହେଁ, ପିଢ଼ିପିଢ଼ି ଧରି ଚାଲିବା ଦରକାର*
*-‘ଏ ଶତାଦ୍ଦୀର ସ୍ବଚ୍ଛ ଭାରତ ସବୁଠୁ ବଡ଼ ଓ ସଫଳ ଜନ ସଂକଳ୍ପ ହୋଇପାରିଛି’*
*-‘୨୧ ଶତାଦ୍ଦୀର ସ୍ବଚ୍ଛ ଭାରତ ମିଶନ ସର୍ବଦା ସ୍ମରଣୀୟ ରହିବ’*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment