BREAKING
Loading...
:

ନିଶା ନିବାରଣ ପଦଯାତ୍ରାରେ ମହିଳା ଜବତ କଲେ ମଦ

 ନିଶା ନିବାରଣ ପଦଯାତ୍ରାରେ ମହିଳା ଜବତ କଲେ ମଦ

କଟକ(ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ପଂଚାୟତ ରେ ଚାଲିଥିବା ନିଶାନିବାରଣ ପଦଯାତ୍ରା ବେଳେ ସରଧାପୁର ଗ୍ରାମରେ ପ୍ରାୟ ୧୦୦ ଲିଟର ପୋଚ ମଦ  ଜବତ କଲେ ମହିଳା ... । ସେଠାରେ କିଛି ସମୟ ପର୍ଯ୍ୟନ୍ତ ହୋ ହାଲ୍ଲା ଜାରି ରହିଥିଲା । ତେବେ ମହିଳା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । 

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS