BREAKING
Loading...
:

ଖଡ଼ାସିଙ୍ଗ ସ୍ଥିତ RIPS କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

 ଖଡ଼ାସିଙ୍ଗ ସ୍ଥିତ RIPS କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା



ଭୁବନେଶ୍ଵର (ମଣିଭଦ୍ରା ଖବର) ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ପୁରୀ ଜିଲ୍ଲାର ରିତୁପର୍ଣ୍ଣା ଦାଶ(୧୯) । ଗୋପାଳପୁର ଥାନା ପୁଲିସ ମୃତ ଦେହ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ଏହାର ଏକ ହତ୍ୟାକାଣ୍ଡ ତଦନ୍ତ କଲେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । 


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS