ଭରତପୁର ଥାନା ମାମଲା, ଆସନ୍ତା ମଙ୍ଗଳବାରରେ ୬ ଘଣ୍ଟିଆ ରାଜଧାନୀ ବନ୍ଦ ଡାକରା ଦେଲା ବିଜେଡ଼ି
ଭୁବନେଶ୍ଵର (ମଣିଭଦ୍ରା ଖବର) ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା । ଭରତପୁର ଥାନା ମାମଲାରେ ଆସନ୍ତା ୨୪ରେ ବିଜେଡ଼ିର ବନ୍ଦ ଡାକରା । ଏହି ସୂଚନା ଦେଲେ ବିଜେଡ଼ି ନେତା ଦେବୀ ମିଶ୍ର । ସୂଚନା ଅନୁସାରେ ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment