BREAKING
Loading...
:

ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

 ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି 

ନୂଆଗାଁ( ମଣିଭଦ୍ରା ଖବର) ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି । ନୂଆଗାଁ  ପଞ୍ଚାୟତ ର ବିଭିନ୍ନ ରାସ୍ତାରେ ପାଣି ପାଇପ୍ ଫାଟିବା ଫଳରେ ଜଳ ନଷ୍ଟ ହେଉଛି । ବିଭିନ୍ନ ସ୍ଥାନରେ  ପାଣି ଜମି  ମସା,ମାଛି ବଂଶ ବିସ୍ତାର କରୁଛନ୍ତି। ଫଳରେ ବିଭିନ୍ନ ରୋଗରେ ଲୋକମାନେ ହଇରାଣ ହେଉଛନ୍ତି । ରାସ୍ତା ଉପରେ ପାଣି ଜମା ହେବା ଫଳରେ ଯାତାୟତ କରିବା ପାଇଁ ଅସୁବିଧା ମଧ୍ୟ  ହେଉଛି। ତେଣୁ ପାଣି ପାଇପ୍  ତୁରନ୍ତ ମରାମତି କରାଗଲେ ‌ସମସ୍ୟା ର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି । 


ଆକାଶ କୁମାର ନାୟକ, ନୂଆଗାଁ, ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS