ଉଦୟ ଭାନୁ ଯୁବ କଂଗ୍ରେସ ସଭାପତି
*ଉଦୟ_ଭାନୁ_ଯୁବ_କଂଗ୍ରେସ_ସଭାପତି -ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍.*
*-ନିଯୁକ୍ତି ନେଇ ସୂଚନା ଦେଲେ AICC ସାଧାରଣ ସଂପାଦକ କେସି ବେଣୁଗୋପାଳ*
*-ବର୍ତ୍ତମାନ ଯୁବ କଂଗ୍ରେସର ସାଧାରଣ ସଂପାଦକ ଅଛନ୍ତି ଉଦୟଭାନୁ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment