ଧାମନଗର ବୟାଙ୍ଗଡିହ ଗ୍ରାମ ପଞ୍ଚାୟତର ଅରୁଣ ବଜାରରେ ଗୋଷ୍ଠି ସଂଘର୍ଶରେ ୪ ଜଣ ଗୁରୁତର
ଭଦ୍ରକ (ମଣିଭଦ୍ରା ଖବର) ଧାମନଗର ବୟାଙ୍ଗଡିହ ପଂଚାୟତର ଗୋଟେ ଗୋଷ୍ଠୀର ମରଣାତ୍ମକ ଆକ୍ରମଣ ରେ ଶିକାର ହୋଇ ଭଦ୍ରକ ଡାକ୍ତର ଖାନlରେ ଭର୍ତ୍ତି l ବିବରଣୀ ରୁ ପ୍ରକାଶ ଯେ ପ୍ରଶାନ୍ତ କୁମାର ସାହୁ ଦିର୍ଘ୍ ଦିନଧରି ହିନ୍ଦୁ ସଂଗଠକ ଭାବେ କାମ କରି ଆସୁଥିଲେ l କିଛି ଦିନ ପୂର୍ବରୁ ଅରୁଣ ବଜାର ଦେଇ ଗାଈ ନେଇ ଯାଉଥିଲା ବେଳେ ସେଇ ବ୍ୟକ୍ତି ଗାଈ କୁ ନlତ ମାରିଥିଲେ l କିଛି ଦିନ ପୂର୍ବରୁ ଯେଉଁ ମାନେ ଆହତ ତାଙ୍କ ଦୋକାନ ଆଗରେ ପ୍ରତିବାଦ କରିଥଲେ l ତାହାକୁ ରାଗ ରଖି ପୁନଶ୍ଚ ତାଙ୍କ ମହମ୍ମଦ ଜନ୍ମ ଜୟନ୍ତୀ ପାଇଁ ବଜାରରେ ବଡ଼ ବଡ ପତାକା ପୋତା ହୋଇଥିଲା l ପର୍ବ ଦୁଇ ଦିନ ପରେ କେହି ବ୍ୟକ୍ତି ପତାକା ଉପlଡ଼ି ତଳେ ରଖି ଥିଲେ l ଏହାକୁ କେନ୍ଦ୍ର କରି ନିର୍ଦ୍ଦିଷ୍ଟ ଗୋଷ୍ଠି ର କିଛି ଯୁବକ କୁ ଭାଷାରେ ବଜlର ଉପରେ ଏମାନଙ୍କ ଦୋକାନ ପାଖ ରାସ୍ତାରେ ଗାଳି ମନ୍ଦ କରୁଥଲେ l ଏମାନେ ଗାଳି କରିବା ଲୋକଙ୍କୁ ପରିବାର ନେଇ ରହୁଥିବାରୁ ପ୍ରତିବାଦ କରିଥଲେ l ପ୍ରତିବାଦ କରିବାରୁ ପୂର୍ବ ରାଗ ଥିବାରୁ ପାଟି ମୁଣ୍ଡ ହେବାରୁ ସେମାନେ ପ୍ରଥମେ ଥାନାରେ ଏଫେୟlର ଦେଇ ଥାନାରୁ ଫେରି ପୁଣି ସେମାନଙ୍କ ଦୋକାନ ଆଗରେ ପୋଲିସ ଙ୍କ ଉପସ୍ଥିତି ରେ ହଠାତ ୨୦୦ ଲୋକ ଏକତ୍ରିତ ହୋଇ ପ୍ରଶାନ୍ତ ସାହୁ, ସୁଶାନ୍ତ ବେହେରା, ଅନ୍ୟ ଚାରି ଜଣଙ୍କୁ ମରଣାତ୍ମକ ଆକ୍ରମଣ କରି ଥିଲେ l ପ୍ରଶାନ୍ତ ସାହୁ ର ଦୋକାନ ଭଙ୍ଗା ରୋଜା କରିଥଲେ ଏବଂ ତାଙ୍କ ପୁତ୍ରକୁ ମଧ୍ୟ କ୍ଷତାକ୍ତ କରି ଥିଲେ l ଏଭଳି ମରଣାତ୍ମକ ଆକ୍ରମଣ ରେ ୪ ଜଣ ଙ୍କୁ ମୂର୍ମୁଷ ଅବସ୍ଥାରେ ଧାମନଗର ମେଡିକାଲ ପରେ ଭଦ୍ରକ ଡାକ୍ତର ମେଡିକାଲ କୁ ସ୍ଥାନାନ୍ତରଣ କରିଥଲେ l ଏଭଳି ପରିସ୍ଥିତିରେ ଦୁଇ ଗୋଷ୍ଠୀର ଗଣ୍ଡଗୋଳ କୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ, ଏସପି ତଥା ଧୁସୁରୀ, ଧାମନଗର ଦୁଇ ଥାନା ର ଅଧିକାରୀ ମାନେ ପରିସ୍ଥିତି ସମୀକ୍ଷା କରି ୧୬୩ ଧାରା ଲାଗୁ କରିବା ସଙ୍ଗେ ସଙ୍ଗେ ସେ ଅଞ୍ଚଳରେ ଏକତ୍ରିତ ନ ହେବା ପାଇଁ ମାଇକି ମାଧ୍ୟମରେ ପ୍ରଚାର କରିଥଲେ l ୪ ପ୍ଲାଟୁନ ପୋଲିସ ଆସି ବଜାର ରେ ଫ୍ଲାଗ ସହ ମାର୍ଚିଂ କରିଥଲେ l ଏଭଳି ଗୋଷ୍ଠି ସଂଘର୍ଷ ରେ ବର୍ତ୍ତମାନ ପାଖ ଅଞ୍ଚଳ ମାନଙ୍କରେ ଉତ୍ତେଜନା ବୃଦ୍ଧି ପାଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment