BREAKING
Loading...
:

ପୋଲିସ ନିଜ ଡ୍ୟୁଟି ଛାଡ଼ି ଖଣି ମାଫିଆଙ୍କ କାମରେ ଲାଗିଛି କି

 

ପୋଲିସ ନିଜ ଡ୍ୟୁଟି ଛାଡ଼ି ଖଣି ମାଫିଆଙ୍କ କାମରେ ଲାଗିଛି କି 

*-ଗୁମର ଫିଟାଇଲା ସବୁ ଏସ୍‌ପି ଓ ଡିସିପିଙ୍କୁ ଏଡିଜି ପଠାଇଥିବା ଚିଠି*

*-‘ଫିଲ୍‌ଡ ଡ୍ୟୁଟିରେ ଥିବା କିଛି ପୋଲିସ ଅଣପୋଲିସ କାର୍ଯ୍ୟରେ ମାତିଛନ୍ତି’*

*-‘ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ କିଛି ପୋଲିସ ସହାୟତା କରୁଛନ୍ତି’*

*-ଏହାକୁ ନେଇ ପୋଲିସ ଡିଜି ଚିନ୍ତାପ୍ରକଟ କରିଥିବା ଲେଖିଛନ୍ତି ଏଡିଜି*

*-‘କୌଣସି ପୋଲିସ ଏଭଳି କାର୍ଯ୍ୟ କରୁଥିଲେ ଗୁରୁତ୍ୱର ସହ ନିଆଯିବ’*

*-ଏଭଳି କାର୍ଯ୍ୟ କରୁଥିବା ଅଫିସରଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS