ବାଇକ ସହିତ ଟାଟାଏସି ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
କଟକ(ମଣିଭଦ୍ରା ଖବର) ଆଠଗଡ଼ ରୁ ମୁଣ୍ଡଳି ସଂଯୋଗ କରୁଥିବା ମେଘା ହିଲ୍ ଭିୟୁ ହୋଟେଲ ନିକଟରେ ବାଇକ ସହିତ ଟାଟାଏସି ର ମୁହାଁମୁହିଁ ଧକ୍କା ।
ବାଇକ ଆରୋହୀ ଗୁରୁତର ଆହାତ।ଆହାତ ଜଣଙ୍କ ଢେଙ୍କାନାଳ ଦେଉଳ ସାହିର ବୋଲି ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଟାଟାଏସି ଏବଂ ବାଇକଟି ଘଟଣାସ୍ଥଳରେ ପଡ଼ି ରହିଥିଲା ।
ମାନସ କୁମାର ସାହୁ, କଟକ
Post a Comment