BREAKING
Loading...
:

ବାସନ୍ତୀ ମିଶ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧା ଞ୍ଜଳି

 

 ବାସନ୍ତୀ ମିଶ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ନୟାଗଡ଼ (ମଣିଭଦ୍ରା ଖବର) ଖଣ୍ଡପଡ଼ା ନିବାସୀ ବାସନ୍ତୀ ମିଶ୍ରଙ୍କର ଗତକାଲି ବିଳମ୍ବିତ ରାତ୍ରୀରେ ମୃତ୍ୟୁ ଘଟିଛି । ନୟାଗଡ଼ ମୁଖ୍ୟ ଚିକିତ୍ସା ଲୟ ରେ ଚିକିତ୍ସା ହେବା ବେଳେ ସେ ବ୍ରେନ ଷ୍ଟ୍ରୋକ ରେ ଜୀବନ ହାରିଛନ୍ତି  । ତାଙ୍କୁ ତାଙ୍କ ଘର ଖଣ୍ଡପଡ଼ା ବାସ ଭବନ କୁ ଆଣି ସେଠାରେ ଶହ ଶହ ଲୋକ ଖଣ୍ଡପଡାରେ ଆସି ଶୋକ କରି ଥିଲେ  । ତାପରେ ତାଙ୍କବଡ଼ ପୁଅ ବିଶ୍ଵନାଥ ମିଶ୍ର ଓ ସାନ ପୁଅ ବିରଞ୍ଚି ନାରାୟଣ ମିଶ୍ର ପୁରୀ ସ୍ୱର୍ଗ ଦ୍ଵାର ଆଣି ଦାହ କରି ଛନ୍ତି ।  ଖଣ୍ଡପଡ଼ା ଏକ ବିଦ୍ୟା ନଗରୀ ରେ ତାଙ୍କ ସ୍ୱାମୀ ଇଂଗ୍ରେଜ ସମୟ ରେ ଜଣେ ପୋଲିସ କର୍ମ ଚାରି ଥିଲେ । ଗଡ଼ ଜାତ ହୋଇ ଥିବାରୁ ସେ ଚାକିରୀ ଛାଡି ଗଡ଼ ଜାତ କୁ ସପୋଟ କରି ଥିଲେ  । ଭଲ ଲୋକ ହିସାବ ରେ ସେ ଅଂଚଳ ରେ ଜଣାଶୁଣା ଥିଲେ  । ସେ ଲୋକ ମାନଙ୍କ ପାଖରେ ଓ ଲୋକ ଙ୍କ ସୁଖ ଓ ଦୁଃଖ ରେ ଠିଆ ହେଉ ଥିଲେ । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ଥିଲେ ।  ତାଙ୍କ ବିୟୋଗରେ ଅଂଚଳ ରେ ଶୋକ ର ଛାଇ ଖେଳି ଯାଇଛି  । ସେ ଏକା ଧାର ରେ ଜଣେ ଭଲ ଲେଖିକା ମଧ୍ୟ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS