ବିଜିପୁର ସୁନାରି ବନ୍ଧ ନିକଟରେ ରାସ୍ତା ଅବରୋଧ ।
ବ୍ରହ୍ମପୁର(ମଣିଭଦ୍ରା ଖବର) ବିଜିପୁର ସୁନାରି ବନ୍ଧ ନିକଟରେ ରାସ୍ତାରେ ବାଲି ଗଦା କରି ରାସ୍ତା ଅବରୋଧ ହୋଇଛି।ଏହି ରାସ୍ତା ଦେଇ ଗୋପୀନାଥ ନଗର ଏବଂ ନିକଟତର ସାହି ବାସିନ୍ଦାଙ୍କ ମୁଖ୍ୟ ରାସ୍ତା, ସକାଳ ସମୟରେ ପିଲାମାନଙ୍କ ସ୍କୁଲ ଯିବା ଆସିବା ବାଧା ପ୍ରାପ୍ତ ହେଉଛି,ଏଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତାରୁ ବାଲି ଏବଂ ଚାରି ଚକିଆ ଯାନ ପାର୍କିଂଗ ହଟାଇଲେ ବାସିନ୍ଦା ବହୁତ ଉପକୃତ ହେବେ ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।
Post a Comment