BREAKING
Loading...
:

ବରିଷ୍ଠ ସାମ୍ବାଦିକ ଓ ସମାଜସେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

 ବରିଷ୍ଠ ସାମ୍ବାଦିକ ଓ ସମାଜସେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ 




ଖଣ୍ଡପଡା ( ମଣିଭଦ୍ରା ଖବର) ଆଞ୍ଚଳିକ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ଗୁରୁବାର ମଧ୍ୟାନ୍ନରେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ପାଦକ ବେଣୁଧର ପଣ୍ଡା, ନୟାଗଡ ଜିଲ୍ଲା ସଙ୍ଘ ସଭାପତି ଶ୍ରୀକାନ୍ତ ଖଟେଇ, ସମାଜ ସେବୀ, ରୋଟାରୀଆନ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ମାନଙ୍କୁ ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏ ଅବସରରେ ସଂଘର କର୍ମକର୍ତ୍ତା ମାନଙ୍କ ସହ ରାଜ୍ୟ ସଭାପତି ଓ ସମ୍ପାଦକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

أحدث أقدم
Header ADS