***ଆସନ୍ତା କାଲି ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓ କାନ୍ଦେନାମନ କାନ୍ଦେନା
ମଣିଭଦ୍ରା ଖବର ବ୍ୟାନର ରେ ଆସନ୍ତା କାଲି ଭ୍ୟାଲେନ୍ ଣ୍ଟାଇନ ଦିବସ ରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓ କାନ୍ଦେନାମନ କାନ୍ଦେନା ।ଯେଉଁଥିରେ କି ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଏହି ଗୀତ କୁ ଗାଇଛନ୍ତି ପିଣ୍ଟୁ ଦାସ ,କାହାଣୀ ପପୁ ପାଲ୍,ମ୍ୟୁଜିକ୍ ଲକ୍ଷ୍ମୀ ପ୍ରାସାଦ ମହାପାତ୍ର ଦେଇଥିବାବେଳେ କ୍ୟାମେରା ସନ୍ତୋଷ କୁମାର ସାହୁ (ପୁନିଆ) ଦାୟୀତ୍ବ ବହନ କରିଥିଲେ । ଏବଂ ଏହି ଭିଡ଼ିଓ ରେ ମୁଖ୍ୟ ଚରିତ୍ର ରେ ଦେବୀ ପ୍ରସାଦ ଦାଶ (ଚୁଇଁ) ଥିବାବେଳେ ନାୟିକା ଭୂମିକା ରେ ଅଭିନୟ କରିଛନ୍ତି ନବାଗତା ସୋନି। ଏବଂ ଅନ୍ୟତମ ଚରିତ୍ର ରେ ପ୍ରିୟବ୍ରତ ଆଚାର୍ଯ୍ୟ (ଚିଣ୍ଟୁ)ଅଭିନୟ କରିଥିବା ଶୁଣିବାକୁ ମିଳିଛି ।ଏବଂ ଆଶାବାଦୀ ରହିବା ସହିତ ଏହି ମ୍ୟୁଜିକ୍ ଭିଡ଼ିଓ ଟି ବେଶ୍ ପ୍ରଭାବିତ କରି ପାରିବ ଦର୍ଶକ ଙ୍କୁ ବୋଲି ଆଶା ରଖିଛନ୍ତି ଏହି ଭିଡ଼ିଓ ର ଯୁବ ନିର୍ଦ୍ଦେଶକ ଓ ନାୟକ ।
ମଣିଭଦ୍ରା ଖବର,
إرسال تعليق