BREAKING
Loading...
:

ନୂଆଗାଁ ବ୍ଲକ୍ ସାଂସଦ ଙ୍କ କୋଡିନେଟର ରହିଲେ ସୁବ୍ରତ

 ନୂଆଗାଁ ବ୍ଲକ୍ ସାଂସଦ ଙ୍କ କୋଡିନେଟର ରହିଲେ  ସୁବ୍ରତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ଭାବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ କୋଡିନେଟର ରହିଲେ ସୁବ୍ରତ ପରିଡ଼ା।ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାଲମଡା ଗ୍ରାମ ର ସୁବ୍ରତ  ଛାତ୍ର  ବିଜେଡ଼ି ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିବା ସହ ସାଂସଦ ଙ୍କ କୋଡିନେଟର ଭାବେ ନୂଆଗାଁ ବ୍ଲକ୍ ରେ ନୂତନ ଦାୟିତ୍ବ ମିଳିଛି।ସାଂସଦ ଙ୍କ କୋଡିନେଟର ଭାବେ  ଦାୟିତ୍ବ ମିଳିଥିବାରୁ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଲୋକମାନଙ୍କ ସେବା କରିବା ମୋର ଲକ୍ଷ୍ୟ ବୋଲି ସୁବ୍ରତ କହିଛନ୍ତି।



ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS