ବସଷ୍ଟାଣ୍ଡ ଠାରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ପ୍ରତିଯୋଗିତା ଙ୍କୁ ସମ୍ବଦ୍ଧନା l
ବୌଦ୍ଧ (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ଠାରେ ଜାତୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ତୀରନ୍ଦାଜି ଙ୍କୁ ସମ୍ବର୍ଦ୍ଧନା l ଆନ୍ଧ୍ର ପ୍ରଦେଶ ବିଜୟବେଡା ଠାରେ ଜାନୁୟାରୀ 14ଓ 15 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିୟାନ ସିଟରେ ଭଗନେବାକୁ ବୌଦ୍ଧର ଶିଶୁ ତୀରନ୍ଦାଜି ସାଇଲକ୍ଷ୍ମୀ ନାୟକ ଙ୍କୁ ଜିଲ୍ଲା ଆଚରି ସଂଘର କର୍ମଚାରୀ ମାନେ ସମର୍ଦ୍ଧନା ପ୍ରଦାନ କରିଥିଲେ l ତାସହିତ ଜାତୀୟ ପ୍ରତିଯୋଗିତା ରେ
ତାଙ୍କର ସଫଳ କାମନା କରିଥିଲେ l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ
Post a Comment