BREAKING
Loading...
:

ବିରନସିଂହ ପୁର ଗ୍ରାମ ପଞ୍ଚାୟତ ପରିସରରେ ହୋକି ଜନ ସଚେତନତା କାଯ୍ୟକ୍ରମ ହୋଇଯାଇଛି

 ବିରନସିଂହ ପୁର ଗ୍ରାମ ପଞ୍ଚାୟତ ପରିସରରେ ହକି ଜନ ସଚେତନତା କାଯ୍ୟକ୍ରମ ହୋଇଯାଇଛି l



ହରଭଙ୍ଗା ବ୍ଲକ (ମଣିଭଦ୍ରା ଖବର )ଓଡିଶାରେ ହକି ବିଶ୍ୱକପ ଆସନ୍ତା 13 ତାରିଖ ଆରମ୍ଭ ହେବ l

ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି l ଏହିପରିପେକ୍ଷୀରେ ବିରନରସିଂହ ପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ଏକ ସଚେତନତା ସୃଷ୍ଟି କରିଛନ୍ତି l ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି ଜନସଚେତନl କୁ ବିରନରସିଂହ ପୁର ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ବେହେରା, ଏବଂ GRS ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଉଦଘାଟନ କରିଥିଲେ l ହୋକି କୁ ସ୍ବାଗତଂ କରିବାପାଇଁ ପଞ୍ଚାୟତ ପରିସରରେ ଏକ (LCD TV) ଟେଲିଭିଜ ମଧ୍ୟରେ ଏକ ହୋକି ର ଚଳଚିତ୍ର ପରିବେଷଣ କରିଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ କାଯ୍ୟରତ ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା, ଉପ ସରପଞ୍ଚ ଶ୍ରୀମତୀ ଡଲି ବାଘ, ୱାର୍ଡମେମ୍ବର ମଞ୍ଜୁ ସେଠି, ସୁଧାଂଶୁ କୁମାର ଜେନା, ଅମୃତ୍ତି ମହାନନ୍ଦ, ନିଶା ମଲ୍ଲିକ, ବାସନ୍ତୀ ବେହେରା, ଗୋପାଳ ବାଘ, ସତ୍ୟନାରାୟଣ କର୍ଣ ସମେତ ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ l



ବୌଦ୍ଧରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS