BREAKING
Loading...
:

ନବବର୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ

 ନବବର୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ



ଖଣ୍ଡପଡ଼ା (ମଣିଭଦ୍ରା ଖବର)ଖଣ୍ଡପଡା ଅଞ୍ଚଳର ଆରାଧ୍ୟ ଦେବୀ ମା ପାଟ୍ଟଚଣ୍ଡୀ ପୀଠ ପରିସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ରବିବାର ଦିନ ଏକା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନବବର୍ଷ ଅବସରରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଖଣ୍ଡପଡା, ଭାପୁର, ବୋଲଗଡ ଓ ଭୁବନେଶ୍ୱର ଅଞ୍ଚଳର କାର୍ଯ୍ୟରତ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମର ତିରିଶ ଜଣ ପ୍ରତିନିଧି ଯୋଗ ଦେଇଥିଲେ l ଏ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରିୟବ୍ରତ ସ୍ୱାଇଁ, ବାଳକୃଷ୍ଣ ରାଉତ ଓ ସମାଜସେବୀ ମନୋଜ କୁମାର ମିଶ୍ରବକୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଥିଲା l ସମସ୍ତେ ମିଳିତ ହୋଇ ପୀଠ ପରିସରକୁ ସଫା କରିବାସହ ଖଣ୍ଡପଡା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ରାଜନୈତିକ ପ୍ରସଙ୍ଗ ଉପରେ ପ୍ରତିନିଧି ମାନେ ଆଲୋଚନା କରିଥିଲେ l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS