BREAKING
Loading...
:

ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ।

 ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ।




ବଲାଙ୍ଗିର/ ଟିଟଲାଗଡ (ମଣିଭଦ୍ରା ଖବର) ସୋମବାର ଅପରାହ୍ନ ୧.୩୦ ମିନିଟ ସମୟ ରେ ସିରୋଲ ଟିଟଲାଗଡ ଥରେ ପିଲାଙ୍କ ଠାରେ ଭ୍ରାମ୍ୟମାଣ ପାଠା ଗାର୍ ଆୟୋଜନ ହୋଇଛି । ଏହାର ଆୟୋଜକ ଥିଲେ ଚାଣ୍ଟିପଲା ଗ୍ରାମର କବି ତଥା ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାର। ଏହି କାର୍ଯ୍ୟକ୍ରମରେ ତପୋବନ ଏକାଡେମୀ ର ଅଧ୍ୟକ୍ଷ ଗଜାନନ ମିଶ୍ର ସଭାପତିତ୍ବ କରିଥିଲେ। ସମସ୍ତ ଛାତ୍ର, ଛାତ୍ରୀ ମାନେ ଓ ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଯଥା ମେରୁୟୁନ ମହାରଣା, ବବ୍ଲି ପ୍ରଧାନି, ଲବଣୀ ବାଗ, ହିମାଦ୍ରି ମାଝୀ, ସୁଶାନ୍ତ ବାଗ, ନିତିଆ ଛତର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ଯେ ପ୍ରକୃତ ଓ ଶ୍ରେଷ୍ଟ ବନ୍ଧୁ। ପୁସ୍ତକ ମାଧ୍ୟମରେ ଜୀବନ କୁ ବ୍ୟାପକ ପରିସର ରେ ଚିହ୍ନିତ କରାଯାଇ ପାରିବ । ଏଣୁ ଛାତ୍ର, ଛାତ୍ରୀ ମାନେ ପାଠାଗାର ର ଉପଯୋଗ କରିବା ନିତାନ୍ତ ଆବଶ୍ୟକ। ତପୋବନ ଏକାଡେମୀ ରେ ଥିବା ପାଠାଗାର କୁ ଆହୁରି ବୃଦ୍ଧି କରାଯିବା ର ଆବଶ୍ୟକ ରହିଛି। ଗଜ ଗହିର ଛିଦ୍ରଶ୍ରୀ ଯାଦବ, ନିରାକାର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଜ ଗହୀର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Post a Comment

Previous Post Next Post
Header ADS