ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ଭବାନୀ ଶଙ୍କର ସିଂ ସାମନ୍ତ
ଖଣ୍ଡପଡ଼ା ( ମଣିଭଦ୍ରା ଖବର) ରାଜସୁନାଖଳା ମହୋତ୍ସବ କାଉଁରୀ ର 4 ର୍ଥ ସନ୍ଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡା ସମାଜ ପ୍ରତିନିଧି ଭବାନୀ ଶଙ୍କର ସିଂ ସାମନ୍ତଙ୍କୁ ସାମ୍ବାଦିକତା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହୋତ୍ସବ କମିଟି ପକ୍ଷରୁ ଉପଢୌକନ୍ୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସମାଜ ପ୍ରତିନିଧି ଭାବେ ସେ ବେଶ୍ ଜଣାଶୁଣା ହୋଇପାରିଛନ୍ତି ସାମ୍ବାଦିକତା କ୍ଷେତ୍ରରେ ।
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,ମଣିଭଦ୍ରା ଖବର l
Post a Comment